November 1, 2024

ଡେସ୍କ, (ଭୟୋସ ଅଫ୍ ଇଣ୍ଡିଆ) :- ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅଯୋଧ୍ୟା ରାମ ମନ୍ଦିର ଖୋଲିବା ପରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଛି। ମନ୍ଦିର ଦ୍ୱାର ଖୋଲିବା ମାତ୍ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଭକ୍ତ ଓ ଦର୍ଶନାର୍ଥୀ ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ। ମନ୍ଦିରକୁ ଯିବା ପାଇଁ ଥିବା ମୁଖ୍ୟ ରାସ୍ତା ‘ରାମ ପଥ’ କିଛି ସମୟ ପାଇଁ ଜାମ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *