ଶ୍ରୀ ଅଚ୍ୟୁତ ସେନା ପକ୍ଷରୁ କଟକ ସାଇବର ଥାନାରେ ଲିଖିତ ଅଭିଯୋଗ
ଡେସ୍କ,(ଭୟେସ ଅଫ୍ ଇଣ୍ଡିଆ) :- ମାଳିକା ଶ୍ରଷ୍ଟା ମାହାପୁରୁଷ ଅଚ୍ୟୁତାନନ୍ଦଙ୍କ କଥା ପ୍ରଚାର ପ୍ରଶାର ଏବଂ ମାଳିକାକୁ ବିକୃତ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ସ୍ୱର ଉତଳନ କରିବା ଲକ୍ଷ୍ୟରେ ନୋମାଳ ପୀଠ ପରିସରରେ ବିଶ୍ୱ ସ୍ତରୀୟ ଶ୍ରୀ ଅଚ୍ୟୁତ ସେନା ଗଠନ କରାଯାଇ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠାନର ସଂକେତ ଫଳକ ସାଧୁସନ୍ଥ ମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ପରନ୍ତୁ ଉକ୍ତ ସଂଗଠନ ଗଠନ ହୋଇଥିବା ବେଳେ କେତକ ନକଲି ସାଧୁ ସନ୍ଥ ମାନଙ୍କ ଭାଲେଣୀ ପଡିଥିବା ଯୋର ଚର୍ଚ୍ଚା ହେଉଛି । । େଓ÷ଷଧ ନଖାଇ ତାଟିଆ କାମୁୁଡିବା ସଦୃଷ ଡାମାରା କୁଆ ନାମକ ଏକ ନକଲି ଗଣମାଧ୍ୟମରେ କେତକ ବିଧର୍ମୀ ଅସାଧୁ ଦୁସଚରିତ୍ର ବ୍ୟକ୍ତି ଅର୍ଥ ଲୋଭରେ ସାଧୁସନ୍ଥ ମାନଙ୍କୁ ବିଭିନ୍ନ ଆଳ ଦେଖାଇ ବଦନାମ କରିବା ପାଇଁ ପ୍ରୟାସ କରୁଥିବା ସେସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳଛି । ଉକ୍ତ ଘଟଣାକୁ ନେଇ ସାଧୁସନ୍ଥ ,ଶ୍ରଧାଳୁ ଭକ୍ତ ଓ ସାଧାରଣ ଜନତା ଘୋର ନିନ୍ଦା କରିବା ସହିତ ଉକ୍ତ ମିଡିଆ ବୋଲାଉଥିବା ଡାମେରା କୂଆ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଯୋର ଧରିଛି । ରଜ୍ୟ ସରକାର ସାଧୁସନ୍ଥ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବେଳେ କେତକ ବିଧର୍ମୀ ମିଥ୍ୟା କପଳୁକଳ୍ପିତ କଥା ସାଧୁସନ୍ଥ ମାନଙ୍କ ନାମରେ ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ଘଟଣା ସମ୍ପର୍କରେ ଶ୍ରୀ ଅଚ୍ୟୁତ ସେନା ପକ୍ଷରୁ କଟକ ସାଇବର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ତେବେ ଭ୍ରଷ୍ଟାଚାରୀ ବିଧର୍ମୀ ଅର୍ଥ ପିପାଷୁ ନକଲି ମିଡିଆ ସାଜିଥିବା ଡାମରା କୂଆ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧୁସନ୍ଥ ମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତ